fbpx

ସରୁଆ ଅଞ୍ଚଳରେ ପ୍ରଶାସନର ନାଲି ପତାକା

ଖୋର୍ଦ୍ଧା,୧ ।୧୦(ଓଡିଶା ଭାସ୍କର)(SR): ଖୋର୍ଦ୍ଧା ସରୁଆରେ ଓଟିଭିର ଜବରଦଖଲ ମାମଲାରେ ଜମିର ମାପଚୁପ କରିବା ପାଇଁ ପହଞ୍ଚିଛି ଜିଲ୍ଲା ପ୍ରଶାସନ । ରାସ୍ତାରେ ନାଲି ପତାକା ପୋତି ପ୍ରଶାସନ ମାପଚୁପ ଆରମ୍ଭ କରିଛି । ଘଟଣାସ୍ଥଳରେ ବେଗୁନିଆ ତହସିଲଦାର ଓ ଆରଆଇ ଉପସ୍ଥିତ ଅଛନ୍ତି । ତେବେ ଓଟିଭି ବିରୋଧରେ ଜମି ହଡପର ଅଭିଯୋଗ ହୋଇଛି । ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଜମି କିଣିନେଇ ଘର ପାଚେରି, ପୋଖରୀ ଓ ରାସ୍ତା ନିର୍ମାଣ କରିବାରେୁ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.