fbpx

ଆଜିଠୁ ପୁରୀରୁ ଗଡିବ ୩ଟି ଟ୍ରେନ୍, ଜାଣନ୍ତୁ କେଉଁଟି?

ପୁରୀ,୧ ।୧୦(ଓଡିଶା ଭାସ୍କର)(SR): ଆଜିଠାରୁ ପୁରୀରୁ ଗଡିବ ୩ଟି ଟ୍ରେନ୍ । ସେହି ୩ଟି ଟ୍ରେନ୍ ମଧ୍ୟରେ ସାମିଲ ରହିଛିପୁରୀ-ଅହମ୍ମଦାବାଦ, ପୁରୀ-ଦୁର୍ଗ । ଏହା ସହ ପୁରୁଷୋତ୍ତମ ଏକ୍ସପ୍ରେସ, ପୁରୀ-ସିଆଲଦା ଟ୍ରେନ୍ ବି ଆଜିଠାରୁ ଚାଲିବ । ଟ୍ରେନ୍ ଚଳାଚଳ ନେଇ ରେଳ ଷ୍ଟେସନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଟ୍ରେନ୍ ସହ ରେଳ ଷ୍ଟେସନର ମଧ୍ୟ ସାନିଟାଇଜେସନ କରାଯାଉଛି ।

Get real time updates directly on you device, subscribe now.