fbpx

ଓଡିଶାରେ କମିବ ପଜିଟିଭ୍ ସଂଖ୍ୟା

ଭୁବନେଶ୍ୱର,୧୬ ।୧୦(ଓଡିଶା ଭାସ୍କର): ଓଡିଶାରେ ଆଗକୁ କମିବ ସଂକ୍ରମଣ ସଂଖ୍ୟା । ଏନେଇ ଆଜି ସୂଚନା ଦେଇଛନ୍ତି ଆଇଏଲଏସର ନିର୍ଦ୍ଦେଶକ ଅଜୟ ପରିଡା । ସେ କହିଛନ୍ତି ଯେ, ‘ସେପ୍ଟେମ୍ବର ୧୧ରୁ ୨୫ ତାରିଖ ଯାଏଁ ସଂକ୍ରମଣ ୪୨୦୦ ଯାଇଥିଲା । ଟେଷ୍ଟିଂ କମିନି କିନ୍ତୁ ସେପ୍ଟେମ୍ବର ୨୫ରୁ ସଂକ୍ରମଣ କମିଛି । ପୂଜା ଆସୁଛି କମିଗଲା ଭାବି ଅବହେଳା କଲେ ସଂକ୍ରମଣ ବଢିବ ।’

Get real time updates directly on you device, subscribe now.