fbpx

ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ ପ୍ରକାଶ

ଭୁବନେଶ୍ୱର, ୨୨ ।୧୦ (ଓଡିଶା ଭାସ୍କର):ଆଜି ପ୍ରକାଶ ପାଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ । ସପ୍ଲିମେଣ୍ଟାରର ପରୀକ୍ଷାରେ ପାସ୍ କରିଛନ୍ତି ୧୫ ହଜାର ୨୪୪ ପରୀକ୍ଷାର୍ଥୀ । ମୋଟ୍ ୨୧ ହଜାର ୪୮୭ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଏ୧ ଗ୍ରେଡରେ କୌଣସି ପରୀକ୍ଷାର୍ଥୀ ପାସ୍ କରିନାହାନ୍ତି । ଏ୨ ଗ୍ରେଡରେ ୧୦ ଜଣ ଓ ବି୧ ଗ୍ରେଡରେ ୧୯୫ ଜଣ ପାସ୍ କରିଛନ୍ତି ।

Get real time updates directly on you device, subscribe now.