fbpx

ରାଜ୍ୟର ଏହି ସ୍ଥାନରେ ୨ ମାସ ପର୍ଯ୍ୟନ୍ତ ବନ୍ଦ ରହିବ ଧର୍ମାନୁଷ୍ଠାନ, ଜାଣନ୍ତୁ କେଉଁଠି?

କେନ୍ଦୁଝର,୫ ।୧୧(ଓଡିଶା ଭାସ୍କର): କରୋନା ପାଇଁ ସବୁଆଡେ କଟକଣା ଜାରି ହୋଇଛି । ଏହାରି ମଧ୍ୟରେ କେନ୍ଦୁଝରରେ ଆଗାମୀ ୨ ମାସ ପର୍ଯ୍ୟନ୍ତ ଖୋଲିବନି ଧର୍ମାନୁଷ୍ଠାନ । କାଳୀପୂଜା ବେଳେ ହେଉଥିବା ମୀନାବଜାର ଉପରେ ବି ରୋକ୍ ଲାଗିଛି । ଦୁର୍ଗାପୂଜାରେ ଲାଗୁ କଟକଣା କାଳୀ ପୂଜାରେ ବଳବତ୍ତର ରହିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ।

Get real time updates directly on you device, subscribe now.