fbpx

ରାଜ୍ୟରେ ଖୋଲିବ ରେଷ୍ଟୁରାଣ୍ଟ ଓ ବାର, ମିଳିଲା ଅନୁମତି

ଭୁବନେଶ୍ବର, ୨/୯(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି। କରୋନା ମୁକାବିଲା କରିବା ପାଇଁ ରାଜ୍ୟରେ କେତେକ କଟକଣା ଲାଗୁ କରାଯାଇଥିଲା। କିନ୍ତୁ ଏବେ ଧୀରେ ଧୀରେ ସବୁ ଆସ୍ତେ ଆସ୍ତେ ସ୍ୱାଭାବିକ କରାଯାଉଛି। ଏହାରି ମଧ୍ୟରେ ରାଜ୍ୟରେ  ରେଷ୍ଟୁରାଣ୍ଟ ଓ ବାର ଖୋଲିିବା ନେଇ ମଧ୍ୟ ଅନୁମତି ମିଳିଛି।

Get real time updates directly on you device, subscribe now.