fbpx

ଭିଜିଲାନ୍ସ ଜାଲରେ ରାଜସ୍ୱ ସହକାରୀ ଅଧିକାରୀ

ରାୟଗଡ଼ା, ୨୯ା୯(ଓଡ଼ିଶା ଭାସ୍କର): ରାୟଗଡ଼ା ସ୍ଥିତ କାଶୀପୁର ବ୍ଲକର ରାଜସ୍ୱ ସହକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ରାଜସ୍ୱ ସହକାରୀ ଅଧିକାରୀ ପ୍ରକାଶ ସାହୁ ୪ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବିଧାୟକ ପାଣ୍ଠିର କାର୍ଯ୍ୟାଦେଶ ପାଇଁ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସୂଚନା ରହିଛି ।

Get real time updates directly on you device, subscribe now.