fbpx

ବଜ୍ରକାପ୍ତା ଧରିଲେ କିମ୍ବା ସନ୍ଧାନ ଦେଲେ ମିଳିବ ପୁରସ୍କାର

ଭୁବନେଶ୍ୱର, ୧୫ା୧୨(ଓଡ଼ିଶା ଭାସ୍କର): ବଜ୍ରକାପ୍ତା ଧରିଲେ ବା ସନ୍ଧାନ ପାଇ ଖବର ଦେଲେ ସେମାନଙ୍କୁ ପୁରସ୍କାର ମିଳିବ । ୧୦ହଜାର ଟଙ୍କା ପୁରସ୍କାର ଦିଆଯିବା ନେଇ ପୋଷ୍ଟର ଜାରି ହୋଇଛି । ଆଠଗଡ଼ ବନାଞ୍ଚଳ ଅଧିକାରୀଙ୍କ ପକ୍ଷରୁ ଏହି ପୋଷ୍ଟର ଲଗା ଯାଇଥିବା ସୂଚନା ମିଳିଛି ।

ଏହାସହ ସୋସିଆଲ ମେଡ଼ିଆରେ ବନାଞ୍ଚଳ ଅଧିକାରୀଙ୍କ ଏହି ପୋଷ୍ଟର ଘୂରି ବୁଲୁଛି । ବଜ୍ରକାପ୍ତା ନଦେଇ ରଖିଲେ କିମ୍ବା ଲୁଚାଇଲେ ସେମାନଙ୍କ ବିରୋଧରେ ଦଣ୍ଡବିଧାନ ହେବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି ।

 

Get real time updates directly on you device, subscribe now.