fbpx

ରିୟାଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ, ୯ା୯: ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁକୁ ନେଇ ଅଭିନେତ୍ରୀ ରିୟାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । କିନ୍ତୁ ଗତକାଲି ଡ୍ରଗ୍ସ ଲିଙ୍କରେ ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ଜାମିନ ପାଇଁ ସେ ଆବେଦନ କରିଥିଲେ । କିନ୍ତୁ ତାଙ୍କ ଜାମିନ ଆବେଦନକୁ ଖାରଜ କରାଯାଇଛି । ଏହାସହ ରିୟାଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ କୋର୍ଟ ପଠାଇଛନ୍ତି । ଗିରଫ ହେବାଠାରୁ ଏନସିବି ହାଜତରେ ଅଛନ୍ତି ଅଭିନେତ୍ରୀ ରିୟା । ଆଜି ସେ ଭାୟଖଲା ଜେଲକୁ ଯିବେ । ୨୨ଯାଏଁ ଜେଲରେ ରିୟା ରହିବେ ।

Get real time updates directly on you device, subscribe now.