fbpx

BREAKING…ରାଉରକେଲା RGHରେ ସାଢ଼େ ୬ ଘଣ୍ଟା ଭିତରେ ୧୦ ଜଣଙ୍କ ମୃତ୍ୟୁ, ଭାରାପ୍ରାପ୍ତ ଅଧୀକ୍ଷକଙ୍କ ସୂଚନା

Advertisement

ରାଉରକେଲା: (ଓଡ଼ିଶା ଭାସ୍କର)  RGHରେ ସାଢ଼େ ୬ ଘଣ୍ଟା ଭିତରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଲେ ଭାରାପ୍ରାପ୍ତ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ । “ଦିନ ସାଢ଼େ ଗୋଟାଏରୁ ୮ଟା ମଧ୍ୟରେ ୧୦ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ । ୮ ଜଣ ମୃତ ଅବସ୍ଥାରେ ହସ୍ପିଟାଲ ପହଞ୍ଚିଥିବା କହିଲେ । ଆଉ ୨ ଜଣ ହସ୍ପିଟାଲରେ ପହଞ୍ଚିବା ପରେ ମୃତ୍ୟୁ ହୋଇଛି । ହିଟ୍‌ୱେଭ୍‌ ଜନିତ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ବଡ଼ି ଟେମ୍ପରେଚର ୧୦୩ ଉପରେ ରହିଥିବାରୁ ଆଶଙ୍କା କରାଯାଉଛି ।

କାଲି ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ । ଆଉ ୨ ଜଣ ହସ୍ପିଟାଲରେ ପହଞ୍ଚିବା ପରେ ମୃତ୍ୟୁ ହୋଇଛି । ହିଟ୍‌ୱେଭ୍‌ ଜନିତ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ବଡ଼ି ଟେମ୍ପରେଚର ୧୦୩ ଉପରେ ରହିଥିବାରୁ ଆଶଙ୍କା କରାଯାଉଛି । କାଲି ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ । ମୃତ ଅବସ୍ଥାରେ ଆସିଥିବାରୁ ହିଷ୍ଟ୍ରି ଷ୍ଟଡି କରାଯାଇନି । ଆଉ କିଛି ଗୁରୁତରଙ୍କ ୱାର୍ଡ ଭିତରେ ଚିକିତ୍ସା ଚାଲିଛି ।”

Get real time updates directly on you device, subscribe now.