fbpx
BSKY
BJD MC SKY
BJD YOUTH SKY

ରମାଦେବୀ ପାଇଁ ୧୮ କୋଟି

ଭୁବନେଶ୍ୱର,୮ ।୨(ଓଡିଶା ଭାସ୍କର):ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୪ଟି ନବନିର୍ମିତ ବିଲଡିଂର ଲୋକାପର୍ଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩ କୋଟି ଟଙ୍କାରେ ଏହି ୪ଟି ବିଲ୍ଡିଂର ନିର୍ମାଣ କରାଯାଉଛି । କୁନ୍ତଳା କୁମାରୀ ଗ୍ରନ୍ଥାଗାର, ୨ଟି ଏକାଡେମିକ ବ୍ଲକ ଲୋକର୍ପିତ ହେବା ସହ ଅନ୍ୱେଷା ଛାତ୍ରୀ ନିବାସର ଲୋକାପର୍ଣ କରିଛନ୍ତି ମୁଖ୍ୟମନ୍ତ୍ରୀ । କୁନ୍ତଳା କୁମାରୀ ସାବତଙ୍କୁ ଶ୍ରଦ୍ଧାଞ୍ଚଳି ସ୍ୱରୂପ ଲୋକାପର୍ଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ୫ ଟି ସଚିବ ଭି.କେ. ପାଣ୍ଡିଆନ୍ ସାମିଲ ହୋଇଛନ୍ତି ।

ଏହା ସହ ରମାଦେବୀ ପାଇଁ ୧୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା ହୋଇଛି । ବିଶ୍ୱବିଦ୍ୟାଳୟରେ ଥିବା ସମସ୍ତ ବିଲ୍ଡିଂ ଗୁଡିକର ନବୀକରଣ କରାଯିବ ।

Get real time updates directly on you device, subscribe now.