fbpx

ପାଠକ ବାପ-ପୁଅଙ୍କ ନାଁରେ ପୁଣି ୩ଟି ମାମଲା

ଭୁବନେଶ୍ୱର,୮ ।୨(ଓଡିଶା ଭାସ୍କର): ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ପାଇଁ ପୁଣି ବଢିଲା ଅଢୁଆ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଠକେଇ ମାମଲାରେ ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଯୋଡ଼ିଛି ପୋଲିସ । ଗୋଳନ୍ଥରା ଥାନାରେ ହୋଇଥିବା ୩ଟି ଠକେଇ ମାମଲାରେ ଯୋଡ଼ିଛି । ଉଭୟଙ୍କୁ ହାଜର ପାଇଁ ଆବେଦନ ପରେ ଅନୁମତି ଦେଇଛନ୍ତି ବ୍ରହ୍ମପୁର ଏସଡିଜେଏମ କୋର୍ଟ । ଆସନ୍ତାକାଲି ଏହି ମାମଲାରେ କୋର୍ଟରେ ହାଜର ହୋଇପାରନ୍ତି ପାଠକ ବାପ-ପୁଅ । ତେବେ ୩ଟି ମାମଲାରେ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ ।

Get real time updates directly on you device, subscribe now.