BREAKING: ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା

ସହାୟତା ଘୋଷଣା ନେଇ ସୂଚନା ଦେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ। ସୌମ୍ୟାଶ୍ରୀଙ୍କ ପଳାସିଆ ଗାଁରେ ଶେଷକୃତ୍ୟ ସମ୍ପନ୍ନ ପରେ ଏହି ସୂଚନା ଦେଇଥିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ।

ବାଲେଶ୍ୱର: ମୃତ୍ୟୁ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା। ୨୦ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ସହାୟତା ଘୋଷଣା ନେଇ ସୂଚନା ଦେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ। ସୌମ୍ୟାଶ୍ରୀଙ୍କ ପଳାସିଆ ଗାଁରେ ଶେଷକୃତ୍ୟ ସମ୍ପନ୍ନ ପରେ ଏହି ସୂଚନା ଦେଇଥିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ।

ସାଂସଦ ପ୍ରତାପ ଷଡ଼ଙ୍ଗୀ ସୌମ୍ୟାଶ୍ରୀଙ୍କ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଅନ୍ତିମ ସଂସ୍କାର ସମୟରେ ମଧ୍ୟ ଉପସ୍ଥିତ ରହିଥିଲେ।