fbpx

କରୋନା ପାଇଁ ୫୧୫ କୋଟି ଟଙ୍କାର ସହାୟତା

ନୂଆଦିଲ୍ଲୀ,୧ ।୪: ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୫୧୫ କୋଟି ଟଙ୍କାର ସହାୟତା ମିଳିଛି । ଦେଶରେ କରୋନା ମୁକାବିଲା ପାଇଁ ଇସ୍ପାତ କ୍ଷେତ୍ର ଓ କର୍ମଚାରୀଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ରାଷ୍ଟ୍ରାୟତ ଉଦ୍ୟୋଗ ଓ ଘରୋଇ ଷ୍ଟିଲ କମ୍ପାନୀ ଦେବ ୫୦୦ କୋଟି । ରାଷ୍ଟ୍ରାୟତ ଉଦ୍ୟୋଗର କର୍ମଚାରୀମାନେ ଦରମାରୁ ୧୫ କୋଟି ଦେବେ । ଏନେଇ ଟ୍ୱିଟ୍ ଜରିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.