fbpx

କୋଭିଡ଼ ପ୍ରଭାବିତ ଶକ୍ତି କ୍ଷେତ୍ରକୁ କେନ୍ଦ୍ରର ୮୪କୋଟି ରିହାତି

ଭୁବନେଶ୍ୱର, ୨୫ା୯: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କରୋନା ମୁକାବିଲା ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । କରୋନା ସବୁ କ୍ଷେତ୍ରକୁ ପ୍ରଭାବିତ କରିଛି ।ଏହାରି ମଧ୍ୟରେ ରାଜ୍ୟରେ କୋଭିଡ଼ରେ ପ୍ରଭାବିତ ଶକ୍ତି କ୍ଷେତ୍ର ପାଇଁ କେନ୍ଦ୍ର ରିହାତି ଦେଇଛି । ଶକ୍ତି କ୍ଷେତ୍ର ଏବଂ ବିଦ୍ୟୁତ ବିତରଣ କମ୍ପାନିକୁ ୮୪କୋଟି ଟଙ୍କାର ରିହାତି ପ୍ରଦାନ କରିଛି କେନ୍ଦ୍ର । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଲ୍ଲେଖଯୋଗ୍ୟ ଯେ ଏନଏଚପିସି ୩.୭୮ କୋଟି , ଏନପିଟିସିକୁ ୫୬.୮ କୋଟିର ରିହାତି ଦିଆଯାଇଛି । ସେହିପରି ପିଜିସିଆଇଏଲକୁ ୨୪.୩୫ କୋଟି ଟଙ୍କାର ରିହାତି ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.