-
World 144,249,028
WorldConfirmed: 144,249,028Active: 18,475,543Recovered: 122,707,510Death: 3,065,975 -
USA 32,568,180
USAConfirmed: 32,568,180Active: 6,856,872Recovered: 25,128,415Death: 582,893 -
India 15,924,732
IndiaConfirmed: 15,924,732Active: 2,290,689Recovered: 13,449,371Death: 184,672 -
Brazil 14,050,885
BrazilConfirmed: 14,050,885Active: 1,110,666Recovered: 12,561,689Death: 378,530 -
Russia 4,727,125
RussiaConfirmed: 4,727,125Active: 267,546Recovered: 4,352,873Death: 106,706 -
Turkey 4,446,591
TurkeyConfirmed: 4,446,591Active: 565,274Recovered: 3,844,342Death: 36,975 -
UK 4,395,703
UKConfirmed: 4,395,703Active: 101,642Recovered: 4,166,734Death: 127,327 -
Italy 3,904,899
ItalyConfirmed: 3,904,899Active: 475,635Recovered: 3,311,267Death: 117,997 -
Germany 3,208,672
GermanyConfirmed: 3,208,672Active: 303,190Recovered: 2,824,100Death: 81,382 -
Pakistan 772,381
PakistanConfirmed: 772,381Active: 83,162Recovered: 672,619Death: 16,600 -
China 90,541
ChinaConfirmed: 90,541Active: 305Recovered: 85,600Death: 4,636
ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରୀ ଦେଶରେ ମାଡ଼ି ଚାଲିଛି । ତେବେ ଜନସାଧାରଣଙ୍କୁ ସରକାର ଆବଶ୍ୟକ ମୁତାବକ ଟିକା ଯୋଗାଉ ଦେଉଛନ୍ତି । ଟିକା ଗ୍ରହଣ କରୁଥିବା ବ୍ୟକ୍ତିମାନେ ଏପରି କିଛି ଦିଗ ପ୍ରତି ନିଶ୍ଚିତ ଭାବେ ଧ୍ୟାନ ଦେବା ଜରୁରୀ । ନଚେତ ଏହା ଆପଣଙ୍କର ସ୍ୱାସ୍ଥ୍ୟକୁ ଖରାପ କରିବାର ସମ୍ଭାବନା ରହିଛି । ଆସନ୍ତୁ ଜାଣିବା ସେ ବିଷୟରେ:-
– ଅନେକ ଲୋକଙ୍କ ଠାରେ ଟିକା ନେବାର ୨୪ ଘଣ୍ଟାରେ ସାଇଡ୍ ଇଫେକ୍ଟ ଦେଖାଦେଉଛି । ତେଣୁ ଟିକା ଗ୍ରହଣ କରିବା ପରେ ସଙ୍ଗେସଙ୍ଗେ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ଅତି କମରେ ୨ରୁ ୩ ଦିନ ପର୍ଯ୍ୟନ୍ତ ଘରେ ରହି ଆରାମ କରନ୍ତୁ ।
– ଭ୍ୟାକ୍ସିନର ପ୍ରଥମ ଡୋଜ୍ ନେଉଥିବା ବ୍ୟକ୍ତିମାନେ ଭିଡ଼, ଗହଳିକୁ ଯିବା ଅନୁଚିତ । ଦ୍ୱିତୀୟ ଡୋଜ୍ ନ ନେବା ପର୍ଯ୍ୟନ୍ତ ଆପଣ ନିଜର ଧ୍ୟାନ ରଖିବା ଜରୁରୀ । ଏପରି ସମସ୍ତ ଡୋଜ୍ ନେବା ପରେ ମଧ୍ୟ ସମସ୍ତ ନୀତି ମାନିବା ଚଳିବା ଜରୁରୀ ।
– ଭ୍ୟାକ୍ସିନ ନେବାର ଦୁଇରୁ ତିନି ପର୍ଯ୍ୟନ୍ତ ମଦ, ସିଗାରେଟ୍ ଆଦିରୁ ଦୂରେଇ ରୁହନ୍ତୁ । ଏଥିସହିତ ବାହାରର କୌଣସି ଖାଦ୍ୟ ସେବନ କରିବା ଅନୁଚିତ ।
– ଯଦି ଆପଣଙ୍କର ପୂର୍ବରୁ ଆଲର୍ଜି ସମସ୍ୟା ଥାଏ, ତେବେ ଅଧିକ ସାବଧାନ ରୁହନ୍ତୁ । ଟିକା ନେବା ପରେ ନିଜର ଯତ୍ନ ନିଅନ୍ତୁ । ଯଦି କୌଣସି ସମସ୍ୟା ଦେଖାଦିଏ, ତେବେ ସଙ୍ଗେସଙ୍ଗେ ଡାକ୍ତର ସହ ସମ୍ପର୍କ କରନ୍ତୁ ।
Comments are closed.