-
World 144,265,003
WorldConfirmed: 144,265,003Active: 18,467,450Recovered: 122,731,340Death: 3,066,213 -
USA 32,583,792
USAConfirmed: 32,583,792Active: 6,849,612Recovered: 25,151,152Death: 583,028 -
India 15,924,732
IndiaConfirmed: 15,924,732Active: 2,290,689Recovered: 13,449,371Death: 184,672 -
Brazil 14,050,885
BrazilConfirmed: 14,050,885Active: 1,110,666Recovered: 12,561,689Death: 378,530 -
Russia 4,727,125
RussiaConfirmed: 4,727,125Active: 267,546Recovered: 4,352,873Death: 106,706 -
Turkey 4,446,591
TurkeyConfirmed: 4,446,591Active: 565,274Recovered: 3,844,342Death: 36,975 -
UK 4,395,703
UKConfirmed: 4,395,703Active: 101,642Recovered: 4,166,734Death: 127,327 -
Italy 3,904,899
ItalyConfirmed: 3,904,899Active: 475,635Recovered: 3,311,267Death: 117,997 -
Germany 3,208,672
GermanyConfirmed: 3,208,672Active: 303,190Recovered: 2,824,100Death: 81,382 -
Pakistan 772,381
PakistanConfirmed: 772,381Active: 83,162Recovered: 672,619Death: 16,600 -
China 90,541
ChinaConfirmed: 90,541Active: 305Recovered: 85,600Death: 4,636
ଭୁବନେଶ୍ୱର ୭ା୪ (ଓଡିଶା ଭାସ୍କର): ପିପିଲି ଉପନିର୍ବାଚନ ପାଇଁ ରାଜ୍ୟର ତିନି ରାଜନୈତିକ ଦଳ ପ୍ରଚାର ଜୋରସୋରରେ ଚଲାଇଛନ୍ତି । ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତି ଦଳର ପ୍ରାର୍ଥୀମାନେ ଷ୍ଟାର ପ୍ରଚାରକଙ୍କ ସାଥିରେ ପ୍ରଚାର ଜାରି ରଖିଛନ୍ତି । ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିବା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପଙ୍କ ଲାଗି ଖୋଦ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇବେ । ଏହି ପ୍ରଚାରଟି ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ କରିବେ ବୋଲି ବିଜେଡ଼ି ବିଧାୟକ ଉମା ସାମନ୍ତରାୟ ସୂଚନା ଦେଇଛନ୍ତି । ପ୍ରତି ଜିଲ୍ଲା ପରିଷଦ ଅନୁଯାୟୀ ପ୍ରଚାର ହେବ ଏବଂ କର୍ମୀ ଏକାଠି ହେବା ସ୍ଥାନରେ ଏଲଇଡ଼ି ଲାଗିବ । ଖାଲିପଡ଼ିଥିବା ବିଧାୟକ ଆସନ ପାଇଁ ଆସନ୍ତା ୧୭ ତାରିଖରେ ପିପିଲିରେ ଉପନିର୍ବାଚନ ହେବ ।
Comments are closed.