-
World 141,323,906
WorldConfirmed: 141,323,906Active: 18,251,630Recovered: 120,048,214Death: 3,024,062 -
USA 32,372,119
USAConfirmed: 32,372,119Active: 6,886,031Recovered: 24,905,332Death: 580,756 -
India 14,788,109
IndiaConfirmed: 14,788,109Active: 1,801,298Recovered: 12,809,643Death: 177,168 -
Brazil 13,900,134
BrazilConfirmed: 13,900,134Active: 1,183,384Recovered: 12,344,861Death: 371,889 -
Russia 4,693,469
RussiaConfirmed: 4,693,469Active: 268,887Recovered: 4,319,389Death: 105,193 -
UK 4,385,938
UKConfirmed: 4,385,938Active: 112,868Recovered: 4,145,810Death: 127,260 -
Turkey 4,212,645
TurkeyConfirmed: 4,212,645Active: 533,303Recovered: 3,643,734Death: 35,608 -
Italy 3,857,443
ItalyConfirmed: 3,857,443Active: 505,308Recovered: 3,235,459Death: 116,676 -
Germany 3,137,907
GermanyConfirmed: 3,137,907Active: 292,281Recovered: 2,765,100Death: 80,526 -
Pakistan 756,285
PakistanConfirmed: 756,285Active: 80,559Recovered: 659,483Death: 16,243 -
China 90,499
ChinaConfirmed: 90,499Active: 314Recovered: 85,549Death: 4,636
ଭୁବନେଶ୍ୱର:୭।୫(ଓଡିଶା ଭାସ୍କର):ପ୍ରେମ ମାନେନି ସୀମା ସରହଦ । ମାନେନି ଆକଟ କି କଟକଣା । ଆଉ ସେଠି ଲକ ଡାଉନ କଣ ? ଲକଡାଉନରେ ବାହା ହେବାକୁ ମନ ବଳାଇଲେ ୩୦ବର୍ଷୀୟ ଋଷିଆଲାଳନା ଓ ତାଙ୍କ ୨୦ ବର୍ଷୀୟ ଭାରତୀୟ ପ୍ରେମିକ । ବାହାଘରକୁ ସ୍ମରଣୀୟ କରିବାକୁ ଏଠି ସେଠି ନୁହେଁ ବରଂ ସିମଲା ଯିବାକୁ ମନ ବଳାଇଲେ । କିନ୍ତୁ ଏପଟେ ଲକ ଡାଉନ । ପୁଣି ଉତ୍ତର ପ୍ରଦେଶରୁ ହିମାଚଳ ପ୍ରଦେଶ । ବାଟରେ ରାଜ୍ୟସୀମା ,ଜିଲ୍ଲା ସୀମା ,ପୋଲିସ ସବୁ କିଛି ତୁଚ୍ଛ ଲାଗିଲା । ନଏଡାରୁ ହିମାଚଳ ଯାଉଥିବା ଟ୍ରକରେ ସବାର ହେଲେ ଉଭୟ । ବାଟ ସାରା ହସ ଖୁସି,ମସ୍ତି ମଜାକରେ ନଏଡାର କଂକ୍ରିଟ ଜଂଗଲରୁ କେତେବେଳେ ହିମାଚଳର ବଣପାହାଡ ଘେରା ପରିବେଶରେ ପଂହଚିଲେ ଜଣାପଡିଲାନି । କିନ୍ତୁ ଠିକ ସେତିକି ବେଳକୁ ସାଥ ଦେଲାନି ଭାଗ୍ୟ । ସିମଲାର ପ୍ରବେଶ ପଥରେ ପୋଲିସ ଚେକିଂ କରୁଥିବା ସମୟରେ ଉଭୟ ଧରାପଡିଲେ । ଏବେ ଦୁଇ ପ୍ରେମପକ୍ଷୀ କ୍ୱାରେଣ୍ଟାଇନ । ତଛଡା ଲକଡାଉନ ନିୟମ ଉଲଂଘନ ପାଇଁ ଦୁହିଁଙ୍କ ବିରୋଧରେ ମାମଲା ବି ଦାୟର ହୋଇଛି ।
Comments are closed.