୩୦ବର୍ଷୀୟ ଋଷିଆ ଲାଳନାକୁୁ ୨୦ବର୍ଷୀୟ ଭାରତୀୟବୟଫ୍ରେଣ୍ଡ,ବାହାହେବାକୁ ମାନିଲେନି ଲକଡାଉନ

COVID-19 Updates
  • World 141,323,906
    World
    Confirmed: 141,323,906
    Active: 18,251,630
    Recovered: 120,048,214
    Death: 3,024,062
  • USA 32,372,119
    USA
    Confirmed: 32,372,119
    Active: 6,886,031
    Recovered: 24,905,332
    Death: 580,756
  • India 14,788,109
    India
    Confirmed: 14,788,109
    Active: 1,801,298
    Recovered: 12,809,643
    Death: 177,168
  • Brazil 13,900,134
    Brazil
    Confirmed: 13,900,134
    Active: 1,183,384
    Recovered: 12,344,861
    Death: 371,889
  • Russia 4,693,469
    Russia
    Confirmed: 4,693,469
    Active: 268,887
    Recovered: 4,319,389
    Death: 105,193
  • UK 4,385,938
    UK
    Confirmed: 4,385,938
    Active: 112,868
    Recovered: 4,145,810
    Death: 127,260
  • Turkey 4,212,645
    Turkey
    Confirmed: 4,212,645
    Active: 533,303
    Recovered: 3,643,734
    Death: 35,608
  • Italy 3,857,443
    Italy
    Confirmed: 3,857,443
    Active: 505,308
    Recovered: 3,235,459
    Death: 116,676
  • Germany 3,137,907
    Germany
    Confirmed: 3,137,907
    Active: 292,281
    Recovered: 2,765,100
    Death: 80,526
  • Pakistan 756,285
    Pakistan
    Confirmed: 756,285
    Active: 80,559
    Recovered: 659,483
    Death: 16,243
  • China 90,499
    China
    Confirmed: 90,499
    Active: 314
    Recovered: 85,549
    Death: 4,636

ଭୁବନେଶ୍ୱର:୭।୫(ଓଡିଶା ଭାସ୍କର):ପ୍ରେମ ମାନେନି ସୀମା ସରହଦ । ମାନେନି ଆକଟ କି କଟକଣା । ଆଉ ସେଠି ଲକ ଡାଉନ କଣ ? ଲକଡାଉନରେ ବାହା ହେବାକୁ ମନ ବଳାଇଲେ  ୩୦ବର୍ଷୀୟ ଋଷିଆଲାଳନା ଓ ତାଙ୍କ ୨୦ ବର୍ଷୀୟ ଭାରତୀୟ ପ୍ରେମିକ । ବାହାଘରକୁ ସ୍ମରଣୀୟ କରିବାକୁ ଏଠି ସେଠି ନୁହେଁ ବରଂ ସିମଲା ଯିବାକୁ ମନ ବଳାଇଲେ । କିନ୍ତୁ ଏପଟେ ଲକ ଡାଉନ । ପୁଣି ଉତ୍ତର ପ୍ରଦେଶରୁ ହିମାଚଳ ପ୍ରଦେଶ । ବାଟରେ ରାଜ୍ୟସୀମା ,ଜିଲ୍ଲା ସୀମା ,ପୋଲିସ ସବୁ କିଛି ତୁଚ୍ଛ ଲାଗିଲା । ନଏଡାରୁ ହିମାଚଳ ଯାଉଥିବା ଟ୍ରକରେ ସବାର ହେଲେ ଉଭୟ । ବାଟ ସାରା ହସ ଖୁସି,ମସ୍ତି ମଜାକରେ ନଏଡାର କଂକ୍ରିଟ ଜଂଗଲରୁ କେତେବେଳେ ହିମାଚଳର ବଣପାହାଡ ଘେରା ପରିବେଶରେ ପଂହଚିଲେ ଜଣାପଡିଲାନି । କିନ୍ତୁ ଠିକ ସେତିକି ବେଳକୁ ସାଥ ଦେଲାନି ଭାଗ୍ୟ । ସିମଲାର ପ୍ରବେଶ ପଥରେ ପୋଲିସ ଚେକିଂ କରୁଥିବା ସମୟରେ ଉଭୟ ଧରାପଡିଲେ । ଏବେ ଦୁଇ ପ୍ରେମପକ୍ଷୀ କ୍ୱାରେଣ୍ଟାଇନ । ତଛଡା ଲକଡାଉନ ନିୟମ ଉଲଂଘନ ପାଇଁ ଦୁହିଁଙ୍କ ବିରୋଧରେ ମାମଲା ବି ଦାୟର ହୋଇଛି ।

Get real time updates directly on you device, subscribe now.

Comments are closed.