fbpx

ଆସିଲା ବିଶ୍ୱର ପ୍ରଥମ କରୋନା ଟୀକା, ଋଷ ରାଷ୍ଟ୍ରପତିଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ନୂଆଦିଲ୍ଲୀ,୧୧ ।୮: ଆସିଲା ବିଶ୍ୱର ପ୍ରଥମ କରୋନା ଟୀକା । ବିଶ୍ୱର ପ୍ରଥମ କରୋନା ଟୀକା ଆଣିଲା ଋଷ । ଏନେଇ ଆଜି ଋଷର ରାଷ୍ଟ୍ରପତି ପୁତିନ୍ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଭ୍ୟାକ୍ସିନକୁ ମଞ୍ଜୁରି ଦେଇଛି । ପୁତିନଙ୍କ ଝିଅକୁ ବିଶ୍ୱର ପ୍ରଥମ କରୋନା ଟୀକା ଦିଆଯାଇଛି । ଖୁବଶୀଘ୍ର ବିପୁଳ ପରିମାଣର ଭ୍ୟାକ୍ସିନ ଉପଲବ୍ଧ ହେବ ବୋଲି ଋଷ ରାଷ୍ଟ୍ରପତି ପୁତିନ କହିଛନ୍ତି ।

Get real time updates directly on you device, subscribe now.