fbpx
BJD SKY
BJD SKY

ପାରାଦୀପରେ “ସାଗର କବଚ-୨”, ଆରମ୍ଭ ହେଲା ଦୁଇ ଦିନିଆ ମିଳିତ ସମରାଭ୍ୟାସ

BJD

ପାରାଦୀପ : ପାରାଦୀପରେ ‘ସାଗର କବଚ-୨’ । ପାରାଦୀପରେ ଚାଲିଛି ସମରାଭ୍ୟାସ । ଏହା ୨ଦିନ ଧରିଚାଲିବ । ଏଥିରେ ସାମିଲ ହୋଇଛନ୍ତି ଓଡିଶା ଏବଂ ପଶ୍ଚିମବଙ୍ଗର ବିଭିନ୍ନ ବିଭାଗ । ଜଳପଥ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଏହି ସମରାଭ୍ୟାସ ଚାଲିଛି । ଏଥିରେ ୧୮ରୁ ଉର୍ଦ୍ଧ ବିଭାଗ ସାମିଲ ହୋଇଛନ୍ତି । ୪୮୦ କିଲୋମିଟର ସମୁଦ୍ର ଭିତରେ ଚାଲିଛି ଏହି ସମରାଭ୍ୟାସ । ବିଭିନ୍ନ ବିଭାଗକୁ ରେଡ ଏବଂ ବ୍ଲୁ ଦୁଇଟି ଟିମରେ ବିଭକ୍ତ କରାଯାଇଛି । ଏଥିରେ ଗୋଟିଏ ଟିମ ଆକ୍ରମଣ କଲାବେବେଳ ଅନ୍ୟ ଟିମ କିପରି ସେଥିରୁ ନିଜକୁ ବଞ୍ଚାଇବ ତାହାର ଅଭ୍ୟାସ ଚାଲିଛି । ଏହି ସମରାଭ୍ୟାସ ପ୍ରତ୍ୟେକ ବର୍ଷ ୨ ଥର କରାଯାଇଥାଏ । ଏହି ଅଭ୍ୟାସ ଦୁଇ ଦେଶ ମିଳିତ ଭାବରେ କରୁଛି ।

Get real time updates directly on you device, subscribe now.