fbpx
BSKY
BJD SHG SKY
BJD MC SKY

ତାଜ୍ ହୋଟେଲରେ କାମ କରୁଥିବା ୱେଟର୍ ମାନଙ୍କ ଦରମା କେତେ? ଜାଣିଲେ ଉଡ଼ିଯିବ ହୋସ୍

ମୁମ୍ବାଇ: ତାଜ ହୋଟେଲ ବିଷୟରେ ତ ଆପଣ ମାନେ ଜାଣିଥିବେ ଓ ଏହା ହେଉଛି ଭାରତର ସବୁଠାରୁ ବଡ଼ ତଥା ସମ୍ଭ୍ରାନ୍ତ ଶ୍ରେଣୀର ହୋଟେଲ ଅଟେ ଓ ସାଧାରଣ ଲୋକଙ୍କ ପାଇଁ ଏହା ସାତ ସ୍ୱପ୍ନ ହୋଇଥିବା ବେଳେ ଧନୀକ ଲୋକମାନେ ଏଠାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି । ତେବେ ଖାଲି ଦେଶରୁ ନୁହେଁ ବରଂ ବିଦେଶରୁ ବି ଅନେକ ଲୋକ ଏଠାକୁ ଆସିଥାନ୍ତି । ଏଠାକାର ସୌନ୍ଦର୍ଯ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରେ । ତାହେଲେ ଆଜି ଆମେ ଜାଣିବା ଏହି ହୋଟେଲରେ କାମ କରୁଥିବା ୱେଟର୍ ମାନେ କେତେ ଟଙ୍କା ଦରମା ଆକାରରେ ନେଇଥାନ୍ତି ।

ଏହି ତାଜ ହୋଟେଲ ମୁମ୍ବାଇରେ ରହିଛି ଏବଂ ଏଠାରେ କାମ କରୁଥିବା ଲୋକଙ୍କର ଦରମା ବହୁତ ଅଧିକ ଓ ଏକ ହୋଟେଲର ୱେଟର ହୋଟେଲରେ ଗ୍ରାହକଙ୍କର ସବୁ ଭଲ ମନ୍ଦ ବୁଝିବା କାର୍ୟ୍ୟ ରହିଥାଏ ଓ ଗ୍ରାହକ ମାନେ କଣ କଣ ସବୁ ଖାଇବେ ଏହାର ମେନ୍ୟୁ ୱେଟର ନେଇକି ଯାଇଥାନ୍ତି ଏବଂ ଗ୍ରାହକଙ୍କର ସହ କଥା କହିବାର ମଧ୍ୟ ଏକ ଶୈଳୀ ରହିଥାଏ ଓ ଯାହା ସେମାନେ ମେନଟେନ୍ କରନ୍ତି ।

ମେନ୍ୟୁ କହିବା ପରେ ଗ୍ରାହକମାନେ କେଉଁ କେଉଁ ଖାଦ୍ୟ ଖାଇବେ ଏହାର ଚୟନ କରିଥାନ୍ତି ଏବଂ ଖାଦ୍ୟ ଅଡ଼ର ଦେଇଥାନ୍ତି ଓ ତେବେ ତାଜ ହୋଟେଲ କଥା ଦେଖିବା ଯଦି ଏକ ୱେଟରର ଦରମା ସେଠାରେ ୧.୩ ଲକ୍ଷ ରୁ ଦେଢ଼ ଲକ୍ଷ ପ୍ରତି ମାସକୁ ହୋଇଥାଏ ଓ ବେଶିକ ପେ ଦରମା ୧୨୦୦୦ ରୁ ୧୩୦୦୦ ହେଇଥାଏ ଓ

 

Get real time updates directly on you device, subscribe now.