fbpx

ମାର୍ଚ୍ଚ ୫ରେ ଉତକ୍ଷେପଣ ହେବ GSLV-F10

ଶ୍ରୀହରିକୋଟା, ୨ା୩: ଆନ୍ଧ୍ରର ଶ୍ରୀହରିକୋଟାରୁ ସାଟେଲାଇଟ GIST-1 ଛଡ଼ାଯିବା ନେଇ ସୂଚନା ମିଳିଛି । GIST-1କୁ କକ୍ଷପଥରେ ପରିବହନକାରୀ ଯାନ GSLV-F10 ଛାଡ଼ିବ । ମାର୍ଚ୍ଚ ୫ରେ ଅପରାହ୍ନ ୫ଟା ୪୩ରେ GSLV-F10 ଉତକ୍ଷେପଣ କରାଯିବ । ଏହାର ଉଚ୍ଚତା ପ୍ରାୟ ୧୬ମହଲା କୋଠା ଭଳି ହୋଇଛି । ଏହାସହ GSLV-F10ର ଓଜନ ପ୍ରାୟ ୪୨୦୩ କ୍ୱିଣ୍ଟାଲ ଥିବା ଜଣାପଡ଼ିଛି ।

Get real time updates directly on you device, subscribe now.