fbpx

ଆଜିଠାରୁ ୪ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁୁବନେଶ୍ୱର,୩୦ ।୧: ଆଜିଠାରୁ ଓଡିଶାରେ ୪ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ । ସେହିପରି ଭାରତବର୍ଷରେ ଶୁକ୍ରବାରଠାରୁ ୩ ଦିନ ବ୍ୟାଙ୍କ ବନ୍ଦ ରହିବ । ଆଜି ସରସ୍ୱତୀ ପୂଜା ପାଇଁ କେବଳ ଓଡିଶାରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । କିନ୍ତୁ ଦେଶର ଅନ୍ୟ ପ୍ରାନ୍ତରେ ବ୍ୟାଙ୍କ ଖୋଲା ରହିବ । ଆସନ୍ତାକାଲିଠାରୁ ୨ ଦିନିଆ ବ୍ୟାଙ୍କ କର୍ମଚାରୀଙ୍କ ବନ୍ଦ ଡାକରା ଯୋଗୁ ବ୍ୟାଙ୍କ ବନ୍ଦ ରହିବ । ୧୨ ଦଫା ଦାବି ନେଇ ବିଭିନ୍ନ ବ୍ୟାଙ୍କ କର୍ମଚାରୀ ଆନ୍ଦୋଳନ କରିବେ। ଆଜି, କାଲି , ଶନିବାର ଓ ରବିବାର ବନ୍ଦ ରହିବ ବ୍ୟାଙ୍କ ।

Get real time updates directly on you device, subscribe now.