fbpx

SBIକୁ ପୁଣିଥରେ ମିଳିଲା ନୋଟିସ: Electoral Bond ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଇଲେକ୍ଟୋରାଲ ବଣ୍ଡ ମାମଲାରେ ବନ ଶୁଣାଣି କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଏହି ମାମଲାରେ ଏସବିଆଇକୁ ପୁଣିଥରେ ନୋଟିସ ଜାରି କରାଯାଇଛି । ଆଜି ଏହି ମାମଲାର ଶୁଣାଣି କରି ପୁଣି ଏକ ନୋଟିସ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଇଲେକ୍ଟୋରାଲ ବଣ୍ଡର ନମ୍ବର ଦେବା ପାଇଁ ଷ୍ଟେଟ ବ୍ୟାଙ୍କକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସୋମବାର ସୁଦ୍ଧା ଉତ୍ତର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

Get real time updates directly on you device, subscribe now.