fbpx

ମଠ ମନ୍ଦିରରେ ଲାଗିଲା ୧୪୪ ଧାରା

ଜଗତସିଂହପୁର, ୨୮ ।୧୧(ଓଡିଶା ଭାସ୍କର): ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଧାର୍ମିକ ପୀଠରେ ୧୪୪ ଧାରା ଜାରି କରାଯାଇଛି । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କରୋନା ରୋକିବାକୁ ଏହି ପଦକ୍ଷେପ ନିଆଯାଇଛି । କୌଣସି ସ୍ଥାନରେ ଏକାଠି ହୋଇପାରିବେନି ୪ ଜଣରୁ ଅଧିକ ଲୋକ । ୧୫ରୁ ଅଧିକ ସ୍ଥାନରେ ନଭେମ୍ବର ୩୦ ଯାଏ ଏହି କଟକଣା ବଳବତ୍ତର ରହିବ ।

Get real time updates directly on you device, subscribe now.