fbpx
BJD SKY
BJD SKY

ସାକ୍ଷୀଗୋପାଳ ମନ୍ଦିରରେ ୧୪୪ ଧାରା ଲାଗୁ

BJD

ପୁରୀ,୨୨ ।୧୧(ଓଡିଶା ଭାସ୍କର): ପୁରୀ ସାକ୍ଷୀଗୋପାଳର କୋପାଳଜୀଉ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି ହୋଇଛି । ମନ୍ଦିର ଚାରିପାଖର ୨୦୦ ମିଟର ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହୋଇଛି । ଚନ୍ଦନପୋଖରୀଠାରୁ ସିଦ୍ଧବକୁଳ ଯାଏଁ କଟକଣା ଲାଗୁ କରିଛି ପ୍ରଶାସନ । ୨୨ରୁ ୨୫ ତାରିଖ ବଡ ଏକାଦଶୀ ପର୍ଯ୍ୟନ୍ତ ଏହି କଟକଣା ରହିବ । ସାକ୍ଷୀଗୋପାଳ ମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ମନା ହୋଇଛି । କେବଳ ମନ୍ଦିରରେ ସେବାୟତ ନୀତିକାନ୍ତି କରିବେ । ଆସନ୍ତାକାଲି ସାକ୍ଷୀଗୋପାଳରେ ଅଳାଁ ନବମୀ ନୀତିକାନ୍ତି ହେବ । ଆସନ୍ତାକାଲି ପବିତ୍ର ରାଧା ପାଦ ଦର୍ଶନ ବନ୍ଦ ହୋଇଛି ।

Get real time updates directly on you device, subscribe now.