fbpx

ସେୟାର ବଜାର ପାଇଁ ଭୟାନକ ପରିସ୍ଥିତି, ଖସିଲା ସେନସେକ୍ସ ଓ ନିଫ୍ଟ

ନୂଆଦିଲ୍ଲୀ,୧୯ ।୩: କରୋନା ଭାଇରସ୍ କାରଣରୁ ଭାରତୀୟ ସେୟାର ବଜାରରେ ଲଗାତାର ହ୍ରାସ ଜାରି ରହିଛି । ପ୍ରାରମ୍ଭିକ ବ୍ୟବସାୟରେ ସେନସେକ୍ସ ୧୬୦୦ ପଏଣ୍ଟ ହ୍ରାସ ପାଇଥିବା ବେଳେ ନିଫ୍ଟି ୩୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି । ମାତ୍ର କିଛି ମିନିଟରେ ସେନସେକ୍ସର ଏହି ପତନ ୨୦୦୦ ପଏଣ୍ଟ ହ୍ରାସ ପାଇ ୨୭ ହଜାର ପଏଣ୍ଟରେ ପହଞ୍ଚିଥିଲା । ସେହିପରି ନିଫ୍ଟି ୫୭୫ କ୍ଷତି ସହ ୭୮୯୦ ପଏଣ୍ଟରେ ପହଞ୍ଚିଛି ।

Get real time updates directly on you device, subscribe now.