fbpx
BSKY
BJD YOUTH SKY
BJD MS SKY

୨୬କୁ ଘୁଞ୍ଚିଲା ଦଣ୍ଡବିଧାନ ଶୁଣାଣି

ଭୁବନେଶ୍ୱର,୧୪ ।୧୦ (ଓଡିଶା ଭାସ୍କର): ଝାଡଖଣ୍ଡ କୋଲବ୍ଲକ ଆବଣ୍ଟନ ଦୁର୍ନୀତି ମାମଲା ଦଣ୍ଡବିଧାନର ଶୁଣାଣି ଅକ୍ଟୋବର ୨୬କୁ ଘୁଞ୍ଚିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଦଣ୍ଡବିଧାନ ଶୁଣାଣି ଘୁଞ୍ଚିଛି । ଆସନ୍ତା ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ବ୍ୟକ୍ତିଗତ ଭାବେ ହାଜର ହେବାକୁ ସମସ୍ତ ଦୋଷୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ସତର୍କତା ସହ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କୋଲବ୍ଲକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଦିଲ୍ଲୀପ ।

Get real time updates directly on you device, subscribe now.