fbpx

ଭିଜିଲାନ୍ସ ଜାଲରେ ସିନିୟର ଆକାଉଣ୍ଟାଣ୍ଟ

ନବରଙ୍ଗପୁର,୧୪ ।୧୦ (ଓଡିଶା ଭାସ୍କର): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ଅଫିସର ସିନିୟର ଆକାଉଣ୍ଟାଣ୍ଟଙ୍କ ଘରେ ରେଡ ହୋଇଛି । ଘର ସମେତ ସହ ୩ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଆକାଉଣ୍ଟାଣ୍ଟ ଅଶୋକ କୁମାର ନନ୍ଦଙ୍କ ଘରେ ଭିଜିଲାନ୍ସ ବିଭାଗର ୩ଟି ଟିମ୍ ଏକକାଳୀନ ଚଢାଉ ଜାରି ରଖିଛି । ଅଶୋକ ନନ୍ଦଙ୍କ ଅଫିସ ସମେତ ଇଚ୍ଛବତୀଗୁଡାସ୍ଥିତ ବାସଭବନ , ଭାଟିଶାଳଗୁଡ଼ା ଘରେ ରେଡ୍ ହୋଇଛି ।

Get real time updates directly on you device, subscribe now.