fbpx

ଭୀଷଣ ସଡ଼କ ଦୁର୍ଘଟଣା ; ଟ୍ରକ୍ ତଳେ ଚାପି ହୋଇଗଲେ ୧୫ ଜଣ, ୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଏକ ଭୀଷଣ ସଡ଼କ ଦୁର୍ଘଟଣା ୧୫ ଜଣ ଟ୍ରକ୍ ତଳେ ଚାପି ହୋଇଯାଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଗୁଜୁରାଟର ଭବନଗରରେ ଘଟିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗୁରୁବାର ଦିନ ଭବନଗରରେ ଏକ ଟ୍ରକ୍ ଓଲଟି ପଡିଥିବା ବେଳେ ମୋଟ ୧୫ ଜଣଙ୍କୁ ଟ୍ରକ ତଳେ ଚାପି ହୋଇଯାଇଥିଲେ । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଭବନଗର ଜିଲ୍ଲାରେ ଓଲଟି ପଡ଼ିବା ପରେ ୧୫ ଜଣଙ୍କୁ ଟ୍ରକ ତଳେ ଚାପି ହୋଇଯାଇଥିଲେ । ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟମାନେ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.