fbpx

ଭୁବନେଶ୍ୱରରେ ଆଜିଠୁ କରୋନା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ

ଭୁବନେଶ୍ୱର, ୨୮/୮(ଓଡିଶା ଭାସ୍କର):ଭୁବନେଶ୍ୱରରେ ଆଜିଠୁ କରୋନା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହେବ। ୨୫ଟି ୱାର୍ଡରେ ଏହି ସର୍ଭେ ହେବ। ୨ ଦିନରେ ୧୫୦୦ ନମୁନା ସଂଗ୍ରହ  କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାସହ ରାଉରକେଲାରେ ଆଜିଠୁ ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହେବ।

ଉଲ୍ଲେଖ ଯୋଗ୍ୟ ଯେ ଭୁବନେଶ୍ୱରରେ ଜୁଲାଇରେ ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ହୋଇଥିଲା। ସେହି ସର୍ଭେରେ ୧.୪% ଲୋକଙ୍କ ଦେହରେ ଆଣ୍ଟିବଡି ହୋଇଥିବା ଜଣାପଡ଼ିଥିଲା।

Get real time updates directly on you device, subscribe now.