fbpx

ଭୁବନେଶ୍ୱରରୁ ସେକ୍ସ ର‌୍ୟାକେଟ ଠାବ

ଭୁବନେଶ୍ୱର,୧ ।୧୨(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରିରୁ ସେକ୍ସ ର‌୍ୟାକେଟ ଠାବ କରାଯାଇଛି । ୬ ବଙ୍ଗୀୟ ଯୁବତୀଙ୍କ ସହ ୪ ଗ୍ରାହକଙ୍କୁ ପୋଲିସ ଗିରଫ କରିଛି । ତେବେ ଏମାନଙ୍କୁ ଏମସ ନଗର ଅଞ୍ଚଳର ଏକ ହୋଟେଲରୁ ଗିରଫ କରିଛି ରାଜଧାନୀ ପୋଲିସ । ଏହି  ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ କେଉଁମାନେ ଏହି ଘଟଣାରେ ଗିରଫ ହୋଇଛନ୍ତି ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ । ଜଣେ ଇଂଜିନିୟର ଗ୍ରାହକ ଓ ହୋଟେଲ ମ୍ୟାନେଜର ବି ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ପଶ୍ଚିମବଙ୍ଗର ଦଲାଲ ବୋଲି ଜଣାପଡିଛି ।

Get real time updates directly on you device, subscribe now.