fbpx

‘ମୋ ସରକାର’ ଅଧିନରେ କାଳିଆ ଯୋଜନା

ଭୁବନେଶ୍ୱର,୧ ।୧୨(ଓଡିଶା ଭାସ୍କର): ଆଜିଠାରୁ ‘ମୋ ସରକାର’ ଅଧିନରେ ଆସିବ ‘କାଳିଆ’ ଯୋଜନା । ଏହା ସହ ଅନ୍ୟ ୭ଟି ଯୋଜନା ମଧ୍ୟ ‘ମୋ ସରକାର’ ଅଧିନକୁ ଆସିବ । ସେହି ଯୋଜନା ଗୁଡିକ ହେଉଛି ଜାତୀୟ ଖାଦ୍ୟ ସୁରକ୍ଷା, ମମତା ଯୋଜନା, ବାହନ, ସାରଥୀ, ଚାଷୀ ପଞ୍ଜିକରଣ, ମିଶନ ଶକ୍ତି । ଏହା ସହ ପାନୀୟ ଜଳ ଯୋଗାଣ ବିଭାଗର କାର୍ଯ୍ୟ ମଧ୍ୟ କାଳିଆ ଯୋଜନାର ଅନ୍ତର୍ଭୁକ୍ତ ହେବ ।

Get real time updates directly on you device, subscribe now.