fbpx

ପିକ୍ ଅପ୍ ଗାଡ଼ିରେ ଏମିତି ଚାଲାଣ ହେଉଥିଲା ମଦ, ଭିଡ଼ିଓ ଦେଖିଲେ ଆପଣ ବି ବୋକା ହେଇଯିବେ

ମଦ୍ ଚୋରା ଚାଲାଣ, ତା ପୁଣି ଏକ ପିକଅପ୍ ଟ୍ରକରେ ଡିଜାଇନ୍ ଏମିତି କେହିବି ବୋକା ବନିଯିବ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୧.୫ ଲକ୍ଷରୁ ଅଧିକ ଭ୍ୟୁ ହାସଲ କରିଥିବା ଏହି କ୍ଲିପ୍ ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କ ଦ୍ବାରା ସେୟାର କରାଯାଇଥିଲା, ଯିଏ ଏହି ଗୁପ୍ତ କ୍ୟାବିନେଟ୍ ଡିଜାଇନ୍ ରେ ବେଶ୍ ପ୍ରଭାବିତ ହୋଇଛନ୍ତି।

Get real time updates directly on you device, subscribe now.