fbpx

ନିଜ ପ୍ରେମ ସଂପର୍କକୁ ଅଫିସିୟାଲ କଲେ ଶ୍ରଦ୍ଧା କପୁର, କ୍ୟାପ୍ସନରେ ଲେଖିଲେ..

Advertisement

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ନିଜ ଅଭିନୟ ସହ ନିଜ କ୍ୟୁଟନେସ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଅଭିନେତ୍ରୀ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ରୁହନ୍ତି ଏବଂ ନିଜ ଫ୍ୟାନ୍ସଙ୍କ ସହ ନିଜ ଲାଇଫ ଅପଡେଟ ସେୟାର କରନ୍ତି । ଗତକିଛି ସମୟରେ ଶ୍ରଦ୍ଧା ନିଜ ଅଫିସିଆଲ ଲାଇଫ ଅପଡେଟ ସେୟାର କରନ୍ତି । ଗତ କିଛି ଦିନ ହେବ ଅଭିନେତ୍ରୀଙ୍କ ପର୍ସନାମ ଲାଇଫକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ବର୍ତ୍ତମାନ ଶ୍ରଦ୍ଧା କପୁର ଏକ ପୋଷ୍ଟ କରି ନିଜ ସଂପର୍କ ବିଷୟରେ ଖୁଲାସା କରିଛନ୍ତି ।

ଶ୍ରଦ୍ଧା କପୁର ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋ ସେୟାର କରି ଅଭିନେତ୍ରୀ ଫ୍ୟାନ୍ସଙ୍କୁ କହିଛନ୍ତି ଯେ, ଖାଲି ଟାଇମରେ ଆରମ କରୁଛି । ଶ୍ରଦ୍ଧା କ୍ୟାପ୍ସନରେ ଲେଖିଛନ୍ତି ଯେ, ‘କୁଛ ନେହିଁ ବ୍ରୋ, ସଣ୍ଡେ ହୈତୋ କୁଛ ନହିଁ କର ରହି’ । ହେଲେ ଏହି ପୋଷ୍ଟରେ ଶ୍ରଦ୍ଧା ବଡ ହିଣ୍ଟ ଦେଇଛନ୍ତି । ଏହି ହିଣ୍ଟରୁ ଜଣାପଡୁଛି ଯେ, ଅଭିନେତ୍ରୀ ରାହୁଲ ମୋଦୀଙ୍କ ସହ ରିଲେସନସିପରେ ଅଛନ୍ତି ।

ଏଥିରେ ଶ୍ରଦ୍ଧା ଆରମ କରୁଥିବା ନଜର ଆସିଛନ୍ତି । ଅଭିନେତ୍ରୀ ଲାଭେଣ୍ଡର କଲରର ନାଇଟ ସୁଟ ପିନ୍ଧିଛନ୍ତି । ଏଥିସହ ଅଭିନେତ୍ରୀ ବେକରେ ଆର ନାମକ ଲକେଟ ପିନ୍ଧିଛନ୍ତି । ଯାହା ଉପରେ ନଜର ସମସ୍ତଙ୍କର ରହିଛି ।

 

View this post on Instagram

 

A post shared by Viral Bhayani (@viralbhayani)

 

View this post on Instagram

 

A post shared by Shraddha ✶ (@shraddhakapoor)

Get real time updates directly on you device, subscribe now.