fbpx

ଦୁଇ ଦିନିଆ ସଟଡାଉନ ବେଳେ କଣ ଖୋଲା ରହିବାକୁ ମିଳିଲା ଅନୁମତି, ଜାଣନ୍ତୁ

ଭୁବନେଶ୍ୱର, ୨ା୬(ଓଡ଼ିଶା ଭାସ୍କର): ଜୁନ ୩୦ଯାଏଁ ପ୍ରତି ଶନିବାର ଓ ରବିବାର ରାଜ୍ୟରେ ସଟଡାଉନ ରହିବ । କିନ୍ତୁ ସଟଡାଉନ ବେଳେ ଜରୁରୀକାଳୀନ ସେବା ଯେମିତିକି ହସ୍ପିଟାଲ, କ୍ଲିନିକ, ମେଡ଼ିକାଲ ଷ୍ଟୋରକୁ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ସଟଡାଉନ ବେଳେ କୃଷି, ପଶୁପାଳନ, ମତ୍ସ୍ୟଚାଷୀ, ପେଟ୍ରୋଲ ପମ୍ପ, ଅଗ୍ନିଶମ ଓ ଟେଲିକମ ସେବା ଓ ସମସ୍ତ ମାଲବାହୀ ଯାନ ଚଳାଚଳକୁ ମଧ୍ୟ ଅନୁମତି ଦିଆଯାଇଛି । ଏହାସହ ବିଦ୍ୟୁତ, ପାଣି, ସାନିଟାଇଜେସନ ଓ ସଫେଇ କର୍ମଚାରୀଙ୍କୁ ମଧ୍ୟ ଅନୁମତି ଦିଆଯାଇଛି ।

Get real time updates directly on you device, subscribe now.