ପରୀ ପ୍ରସଙ୍ଗରେ ବୟାନ ରଖିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା

COVID-19 Updates
  • World 95,332,587
    World
    Confirmed: 95,332,587
    Active: 25,252,000
    Recovered: 68,043,322
    Death: 2,037,265
  • USA 24,421,541
    USA
    Confirmed: 24,421,541
    Active: 9,624,116
    Recovered: 14,390,716
    Death: 406,709
  • India 10,572,672
    India
    Confirmed: 10,572,672
    Active: 209,519
    Recovered: 10,210,697
    Death: 152,456
  • Brazil 8,460,244
    Brazil
    Confirmed: 8,460,244
    Active: 861,951
    Recovered: 7,388,784
    Death: 209,509
  • Russia 3,568,209
    Russia
    Confirmed: 3,568,209
    Active: 542,212
    Recovered: 2,960,431
    Death: 65,566
  • UK 3,395,959
    UK
    Confirmed: 3,395,959
    Active: 1,771,962
    Recovered: 1,534,736
    Death: 89,261
  • Turkey 2,387,101
    Turkey
    Confirmed: 2,387,101
    Active: 100,240
    Recovered: 2,262,864
    Death: 23,997
  • Italy 2,381,277
    Italy
    Confirmed: 2,381,277
    Active: 553,374
    Recovered: 1,745,726
    Death: 82,177
  • Germany 2,049,952
    Germany
    Confirmed: 2,049,952
    Active: 330,515
    Recovered: 1,672,000
    Death: 47,437
  • Pakistan 519,291
    Pakistan
    Confirmed: 519,291
    Active: 34,701
    Recovered: 473,639
    Death: 10,951
  • China 88,227
    China
    Confirmed: 88,227
    Active: 1,205
    Recovered: 82,387
    Death: 4,635

ଭୁବନେଶ୍ୱର, ୫ା୧୨ (ଓଡିଶା ଭାସ୍କର): ନୟାଗଡ଼ ଶିଶୁକନ୍ୟା ପରୀ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ୱରେ ଥିବା ଆଇପିଏସ ଅଫିସର ଅରୁଣ ବୋଥ୍ରା ନିଜର ବୟାନ ଦେଇଛନ୍ତି । ତେବେ ପରୀ ହତ୍ୟା ମାମଲାର ଅଗ୍ରଗତି ନେଇ ଏସଆଇଟି ମୁଖ୍ୟ ଶ୍ରୀ ବୋଥ୍ରା କହିଛନ୍ତି ଯେ, ଏସଆଇଟି ୪-୫ ଦିନ ହେଲା ଗଠିତ ହୋଇଛି । ତଦନ୍ତକାରୀ ଟିମ୍ ଉପରେ ସାଧାରଣ ଜନତାଙ୍କ ଯଥେଷ୍ଟ ଭରସା ଅଛି । ତଦନ୍ତକାରୀ ଟିମ୍ ବହୁତ ପରିଶ୍ରମ କରି ଠିକଭାବେ ତଦନ୍ତ କରୁଛନ୍ତି । ଟିମକୁ ତଦନ୍ତ କରିବାକୁ ଦୁଇ ସପ୍ତାହ ସମୟ ଦେବା ପାଇଁ ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed.