fbpx
BJD
BJD SKY
BJD SKY

ସୀମାବିଵାଦର ସ୍ଥାୟୀ ସମାଧାନ ପାଇଁ ଅମରାବତୀ ପଦଯାତ୍ରାରେ ସମାଜସେବୀ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର):  ଓଡିଶା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଗାନ୍ଧୀ ଜୟନ୍ତୀରେ ପଦଯାତ୍ରାରେ ବାହାରିଥିବା ସମାଜସେବୀ ମୁକ୍ତିକାନ୍ତ ଖୋର୍ଦ୍ଧା ଜିଲ୍ଲାପାଳ ଅଫିସ ନିକଟରେ ପହଞ୍ଚିଲେ। ଭୁବନେଶ୍ୱରରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୀର୍ଘ ଆଠ ସହ କିମି ପଦଯାତ୍ରାରେ ସମାଜସେବୀ। ଏହି ପଦଯାତ୍ରା ଅତିକ୍ରମ କରିବା ପାଇଁ ମୁକ୍ତିକାନ୍ତଙ୍କୁ ଚାଳଶରୁ ପଚାଶ ଦିନ ଲାଗିବ।  ସବୁବେଳେ ପଦଯାତ୍ରା କରି ଚର୍ଚ୍ଚାରେ ରହିଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ।

ରାଉରକେଲା ହସ୍ପିଟାଲ ତ କେତେବେଳେ ଶ୍ରାବଣୀ ବ୍ରିଜକୁ ନେଇ। ତେବେ ଏହି ପଦଯାତ୍ରା ଜରିଆରେ ଉଭୟ ରାଜ୍ୟ ମଧ୍ୟରେ ଶାନ୍ତି ବାର୍ତା ପାଇଁ ସେ ଯୋଜନା ରଖିଛନ୍ତି। ଆଲୋଚନା ଜରିଆରେ କିଭଳି ସୀମା ବିବାଦର ସମାଧାନର ବାଟ ବାହାରି ପାରିବ ସେ ନେଇ ଯୋଜନା କରି ମୁକ୍ତିକାନ୍ତ ଏହି ପଦଯାତ୍ରା ଆରମ୍ଭ କରିଛନ୍ତି।

Get real time updates directly on you device, subscribe now.