ନୂଆଦିଲ୍ଲୀ, ୨୬ା୧୨: ଆଜି ସୂର୍ଯୋ ପରାଗ ସକାଳ ୮ଟା ୧୯ରୁ ଦିନ ୧୧ଟା ୨୮ ଯାଏଁ ରହିଛି । ଏହା ମହାକାଶରେ ଦୃଶ୍ୟମାନ ମହାଜାଗତିକ ଦୃଶ୍ୟ । ଏହି ଦୃଶ୍ୟକୁ ଦେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ତାଙ୍କ ନିଜ ଟ୍ୱିଟର ଆକାଉଣ୍ଟରେ ସୂର୍ଯ୍ୟୋପରାଗ ଦେଖୁଥିବା ଫଟୋ ସେୟାର କରିଛନ୍ତି । ଏହାସହ ସବୁ ଭାରତୀୟ ପରି ମୁଁ ବି ସୂର୍ଯ୍ୟୋପରାଗକୁ ନେଇ ଉତ୍ସାହିତ ବୋଲି ସେ କହିଛନ୍ତି । ବିଶେଷଜ୍ଞଙ୍କ ସହ ସୂର୍ଯ୍ୟୋପରାଗ ଦେଖିବା ସହ ସେହି ସମ୍ପର୍କରେ ସେ ପଚାରି ବୁôଝଥିଲେ । ଆକାଶ ମେଘାଚ୍ଛନ୍ନ ଯୋଗୁଁ ସୂର୍ଯ୍ୟୋପରାଗ ଠିକରେ ଦେଖି ପାରିନଥିଲି କିନ୍ତୁ ଲାଇଭ ଷ୍ଟ୍ରିମରେ ଅନ୍ୟସ୍ଥାନର ସୂର୍ଯ୍ୟୋପରାଗ ଦେଖିଲି ବୋଲି ମୋଦି କହିଛନ୍ତି ।
Like many Indians, I was enthusiastic about #solareclipse2019.
Unfortunately, I could not see the Sun due to cloud cover but I did catch glimpses of the eclipse in Kozhikode and other parts on live stream. Also enriched my knowledge on the subject by interacting with experts. pic.twitter.com/EI1dcIWRIz
— Narendra Modi (@narendramodi) December 26, 2019