fbpx

ସୂର୍ଯ୍ୟୋପରାଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ

ନୂଆଦିଲ୍ଲୀ, ୨୬ା୧୨: ଆଜି ସୂର୍ଯୋ ପରାଗ ସକାଳ ୮ଟା ୧୯ରୁ ଦିନ ୧୧ଟା ୨୮ ଯାଏଁ ରହିଛି । ଏହା ମହାକାଶରେ ଦୃଶ୍ୟମାନ ମହାଜାଗତିକ ଦୃଶ୍ୟ । ଏହି ଦୃଶ୍ୟକୁ ଦେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ତାଙ୍କ ନିଜ ଟ୍ୱିଟର ଆକାଉଣ୍ଟରେ ସୂର୍ଯ୍ୟୋପରାଗ ଦେଖୁଥିବା ଫଟୋ ସେୟାର କରିଛନ୍ତି । ଏହାସହ ସବୁ ଭାରତୀୟ ପରି ମୁଁ ବି ସୂର୍ଯ୍ୟୋପରାଗକୁ ନେଇ ଉତ୍ସାହିତ ବୋଲି ସେ କହିଛନ୍ତି । ବିଶେଷଜ୍ଞଙ୍କ ସହ ସୂର୍ଯ୍ୟୋପରାଗ ଦେଖିବା ସହ ସେହି ସମ୍ପର୍କରେ ସେ ପଚାରି ବୁôଝଥିଲେ । ଆକାଶ ମେଘାଚ୍ଛନ୍ନ ଯୋଗୁଁ ସୂର୍ଯ୍ୟୋପରାଗ ଠିକରେ ଦେଖି ପାରିନଥିଲି କିନ୍ତୁ ଲାଇଭ ଷ୍ଟ୍ରିମରେ ଅନ୍ୟସ୍ଥାନର ସୂର୍ଯ୍ୟୋପରାଗ ଦେଖିଲି ବୋଲି ମୋଦି କହିଛନ୍ତି ।

Get real time updates directly on you device, subscribe now.