fbpx

ବାପାକୁ ମାରି ପୁଅର ଆତ୍ମହତ୍ୟା

ନୂଆପଡା,୨୨ ।୧୨(ଓଡିଶା ଭାସ୍କର): ନୂଆପଡା କୋମନା ଥାନା ଗାତିବେଡା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିଜର ଜନ୍ମକଲା ବାପାଙ୍କୁ ପଥରରେ ଛେଚି ହତ୍ୟା କରିବା ପରେ ଆତ୍ମହତ୍ୟା କରିଛି ପୁଅ । କୌଣସି ପାରିବାରିକ କଳହରୁ ପୁଅ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି । ତେବେ ବାପ-ପୁଅଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଦେଇଛି କୋମନା ପୋଲିସ ।

Get real time updates directly on you device, subscribe now.