fbpx

ନାବାଳକ ସହ ଅବୈଧ ସମ୍ପର୍କ ରଖୁଥିଲା ମା’: ଦେଖିଦେଲା ୧୦ ବର୍ଷର ପୁଅ, ତା ପରେ……

ନୂଆଦିଲ୍ଳୀ: ପାପ ସମ୍ପର୍କ ପାଇଁ ପିଶାଚୀ ସାଜିଲା ମା । ଅବୈଧ ସମ୍ପର୍କକୁ ଲୁଚାଇବାକୁ ଯାଇ ନିଜର ଜନ୍ମକଲା ପୁଅକୁ ମାରିବାକୁ ପଛେଇଲାନି । ୧୪ ବର୍ଷୀୟ ସମ୍ପର୍କୀୟ ସହିତ ଅବୈଧ ସମ୍ପର୍କ ରଖୁଥିବା ବେଳେ ଏହାକୁ ଦେଖି ନେଇଥିଲା ୧୦ ବର୍ଷର ଶିଶୁ । କାଳେ ଘର ଲୋକ ଏ ସମ୍ପର୍କରେ ଜାଣିଯିବେ ଉଭୟ ମିଶି ଶିଶୁଟିର ତଣ୍ଟି ଚିପି ହତ୍ୟା କରିଥିଲେ ।

ରାଜସ୍ଥାନର ଜୈସଲମେରରେ ଏଭଳି ଘଟଣା ଘଟିଥିଲା । ୯ ତାରିଖରେ ଉଭୟଙ୍କୁ ଦେଖି ଦେଇଥିଲେ ପୁଅ । ଏହାପରେ ଉଭୟ ଶିଶୁ ଟିକୁ ହତ୍ୟା କରି ଏକ କୂଅରେ ଫୋପାଡି ଦେଇଥିଲେ । ୧୦ ତାରିଖରେ ମୃତ ଦେହ ମିଳିଥିଲା । ଉଭୟଙ୍କୁ ସନ୍ଦେହ କରି ପୋଲିସ ପଚରା ଉଚୁରା କରିଥିଲା । ପଚରା ଉଚୁରା ସମୟରେ ଉଭୟ ହତ୍ୟା କରିଥିବା ସ୍ୱୀକାର କରିଥିଲେ ।

Get real time updates directly on you device, subscribe now.