fbpx

ଏପରି ବିଳାସପୂର୍ଣ୍ଣ ବେଡରୁମରେ ରହୁଛନ୍ତି ସୋନମ୍ କପୂର

ବଲିଉଡ ଅଭିନେତ୍ରୀ ସୋନମ କପୁରସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ୍ ରୁହନ୍ତି । ସେ ସର୍ବଦା ନିଜର ପ୍ରଶଂସକମାନଙ୍କ ପାଇଁ ଫଟୋ ଓ ଭିଡିଓ ସେୟାର କରୁଥିବା ଦେଖିବାକୁ ମିଳୁଛି । ଲକ୍-ଡାଉନରେ ସେ ନିଜ ପତୀ ଆନନ୍ଦ ଆହୁଜା ସହ ଦିଲ୍ଲୀରେ କ୍ୱାଲିଟ୍ ସମୟ ବିତାଉଛନ୍ତି । ମାର୍ଚ୍ଚରେ ଲଣ୍ଡନରୁ ଆସିବା କାରଣରୁ ସେ ଏବେ ଘରେ କ୍ୱାରେଣ୍ଟାଇନରେ ରହିଛନ୍ତି । ସେଲ୍ଫ ଆଇସୋଲେସନରେ ସମୟ ବିତାଉଥିବା ସୋନମ ନିଜର ବିଳାସପୂର୍ଣ୍ଣ ବେଡରୁମର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ଆସନ୍ତୁ ଦେଖିବା ସୋନମଙ୍କ ପତୀ ଆନନ୍ଦ ଓ ତାଙ୍କ ବିଳାସପୂର୍ଣ୍ଣ ବେଡରୁମର ଫଟୋ ..

Get real time updates directly on you device, subscribe now.