fbpx

ଅନ୍ତରୀଣ ଅଧ୍ୟକ୍ଷ ରହିବେ ସୋନିଆ

ନୂଆଦିଲ୍ଲୀ, ୨୪ା୮: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ରହିବେ ସୋନିଆ ଗାନ୍ଧୀ । ସିଡ଼ବ୍ଲୁସି ବୈଠକରେ ସୋନିଆଙ୍କ ନାମକୁ ନେଇ ସହମତି ପ୍ରକାଶ ପାଇଥିଲା । ଏହାପରେ ଆଗାମୀ ୬ମାସ ପାଇଁ ସୋନିଆ ଅନ୍ତରୀଣ ଅଧ୍ୟକ୍ଷା ରହିବା ନେଇ ଜଣାପଡ଼ିଛି । ଅନ୍ୟପଟେ ସିଡ଼ବ୍ଲୁସି ବୈଠକ ପରେ ସୋନିଆ ଗାନ୍ଧୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ କଂଗ୍ରେସ ଏକ ବଡ଼ ପରିବାର । ଏହାସହ ସେ କାହା ବିରୋଧରେ ଆକ୍ରୋଶ ରଖନ୍ତି ନାହିଁ ବୋଲି କହିଛନ୍ତି । କିନ୍ତୁ ବରିଷ୍ଠ ନେତାମାନେ କେବଳ ଦଳୀୟ ଫୋରମରେ ଦଳ କଥା ଉଠାନ୍ତୁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.