fbpx

ଭାରତରେ ‘ସ୍ପୁଟନିକ ଭି’ ପରୀକ୍ଷଣକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୧୭ ।୧୦: କରୋନା ସଙ୍କଟ ସମୟରେ ଭାରତରେ ଋଷ ଟିକା ‘ସ୍ପୁଟନିକ ଭି’ ପରୀକ୍ଷଣକୁ ମିଳିଛି ଅନୁମତି । ‘ସ୍ପୁଟନିକ ଭି’ର ୨ୟ ଓ ୩ୟ ପର୍ଯ୍ୟାୟ ମାନବ ପରୀକ୍ଷଣକୁ ଅନୁମତି ମିଳିଛି । ପରୀକ୍ଷଣ ପାଇଁ ଡକ୍ଟର ରେଡିଜ ଲାବୋରୋଟୋରିକୁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ବା DCGI ଅନୁମତି ଦେଇଛି । ତେବେ ‘ସ୍ପୁଟନିକ ଭି’କୁ ବିଶ୍ୱର ପ୍ରଥମ କରୋନା ଟିକା କୁହାଯାଉଛି ।

Get real time updates directly on you device, subscribe now.