fbpx

ସଟ୍‌ଡାଉନ୍‌ ବୃଦ୍ଧି ଖବରକୁ ନେଇ ଏସ୍‌ଆର୍‌ସିଙ୍କ ଟ୍ବିଟ୍

Advertisement

ଭୁବନେଶ୍ୱର, ୯/୬(ଓଡିଶା ଭାସ୍କର): ସଟ୍‌ଡାଉନ୍‌ ବୃଦ୍ଧି ଗୁଜବ ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା ଆଜି ଏକ ଟ୍ବିଟ୍‌ କରିଛନ୍ତି। ଶନିବାର ଓ ରବିବାର ଛଡ଼ା ଅନ୍ୟ ଦିନରେ  ସଟ୍‌ଡାଉନ୍‌ ହେବ ନାହିଁ। ଅନ୍ୟ ଦିନରେ ସଟ୍‌ଡାଉନ୍‌ ବୃଦ୍ଧି ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ ବୋଲି ସେ କହିଛନ୍ତି। ଗୁଜବକୁ ବିଶ୍ବାସ କରି ଆତଙ୍କିତ ନ ହେବାକୁ ଅନୁରୋଧ ମଧ୍ୟ ସେ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜୁନ ମାସଟି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ୩୦ ତାରିଖ ଯାଏ ପ୍ରତି ସପ୍ତାହ ର ଶନିବାର ଓ ରବିବାର ସଟଡାଉନ ରଖିବାକୁ ରାଜ୍ୟ ସରକାର  ନିର୍ଦ୍ଦେଶ ଦେଇଥିଲେ।

Get real time updates directly on you device, subscribe now.