fbpx

ସୁପ୍ରିମକୋର୍ଟ ଗଲା ଶ୍ରୀମନ୍ଦିର ଜମି ବିକ୍ରି ପ୍ରସଙ୍ଗ

ପୁରୀ , 25/3 : ଶ୍ରୀମନ୍ଦିର ଜମି ବିକ୍ରି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । ଜଗନ୍ନାଥଙ୍କ ଜମି ବିକ୍ରି ନକରିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି ।
ଏହାସହ  ଶ୍ରୀମନ୍ଦିର ପ୍ରଶାସନକୁ ହଟାଇ ‘ନ୍ୟାୟିକ କମିଟି’ ଗଠନ କରିବାକୁ ଆବେଦନ କରାଯାଇଛି ।

Get real time updates directly on you device, subscribe now.