fbpx
BSKY SKY
BSKY SKY

କରୋନା ମୁକାବିଲା ପାଇଁ ଶ୍ରୀମନ୍ଦିର ଦେଲା ଦେଢକୋଟି ଟଙ୍କା

BSKY

ଭୁବନେଶ୍ୱର,୧୫ ।୫(ଓଡିଶା ଭାସ୍କର): କରୋନାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଢକୋଟି ଟଙ୍କା ଦାନ କରିଛି ଶ୍ରୀମନ୍ଦିର । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧ କୋଟି ୫୧ ଲକ୍ଷ ଟଙ୍କା ଦାନ କରାଯାଇଛି । କୋଭିଡ୍-୧୯ର ମୁକାବିଲା କରିବା ପାଇଁ ଏହି ଦାନ ଦିଆଯାଇଛି ।

Get real time updates directly on you device, subscribe now.