fbpx

ବଡ଼ ଖବର, ମେ ୩୧ଯାଏଁ ଲକଡାଉନ ବଢ଼ାଇଲା ଏହି ରାଜ୍ୟ

ମିଜୋରାମ, ୧୫ା୫: କରୋନା ଭାଇରସ୍ ସତର୍କତା ପାଇଁ ଦେଶବ୍ୟାପୀ ଲକଡାଉନ ରହିଛି । ଦେଶବ୍ୟାପୀ ମେ ୧୭ ଯାଏଁ ଲକଡାଉନ ରହିବ ବୋଲି ଘୋଷଣା ହୋଇଥିଲା । କିନ୍ତୁ ଆଜି ମିଜୋରାମ ସରକାର ଏହି ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ମିଜୋରାମରେ ମେ ୩୧ଯାଏଁ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଥିବା ନେଇ ସୂଚନା ମିଳିଛି ।

Get real time updates directly on you device, subscribe now.