fbpx

ଏସ୍‌ବିଆଇରେ ଫିକ୍ସଡ୍‌ ଡିପୋଜିଟ ରହିବ ଶ୍ରୀମନ୍ଦିର ଟଙ୍କା, ମିଳିବ ଏତିକି ପ୍ରତିଶତ ସୁଧହାର

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଶ୍ରୀମନ୍ଦିରର କର୍ପସ ଫଣ୍ଡ ଓ ଟେମ୍ପୁଲ ଫଣ୍ଡ ପୁରୀ ଷ୍ଟେଟ ବ୍ୟାଙ୍କ ଶାଖାରେ ଜମା ରହିବ । ମୋଟ ୫୪୮ କୋଟି ଟଙ୍କା ୫.୧୮ ପ୍ରତିଶତ ସୁଧହାରରେ ବର୍ଷକ ପାଇଁ ସ୍ଥାୟୀ ଜମା ବା ଫିକ୍ସଡ୍‌ ଡିପୋଜିଟ ଆକାରରେ ରହିବ । ଏ ସମ୍ପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି । ଗତ ୨୦୨୦ରେ ଶ୍ରୀମନ୍ଦିର ପାଣ୍ଠି ଏକ ଘରୋଇ ବ୍ୟାଙ୍କ ୟେସ ବ୍ୟାଙ୍କରେ ରଖାଯିବାକୁ ନେଇ ବିବାଦ ଉଠିଥିଲା ।

Get real time updates directly on you device, subscribe now.